ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବାରାଣସୀରେ ଦେବ ଦୀପାବଳି ଉତ୍ସବ ପାଇଁ ଖୁସି ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
15 NOV 2024 10:43PM by PIB Bhubaneswar
ଦେବ ଦୀପାବଳିରେ ଆଜି କାଶୀ ଲକ୍ଷାଧିକ ଦୀପରେ ଝଲସୁଥିବା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ଜାହିର କରିଛନ୍ତି ।
ଏକ୍ସର ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି:
“ଦେବ ଦୀପାବଳିରେ ଲକ୍ଷାଧିକ ଦୀପରେ ଝଲସୁଥିବା ବାବା ବିଶ୍ୱନାଥଙ୍କ ନଗରୀ କାଣୀର ଏହି ଭବ୍ୟ ସ୍ୱରୂପ ମନକୁ ମୋହିନେବା ଭଳି । ଦୀପଦାନର ପବିତ୍ର ପରମ୍ପରା ସହ ଯୋଡ଼ି ହୋଇଥିବା ଏଡି ମୁହୂର୍ତ୍ତର ସାକ୍ଷୀ ହୋଇଥିବା ସମସ୍ତ ଲୋକଙ୍କୁ ମୋର ବହୁତ ବହୁତ ଶୁଭକାମନା । ମା’ ଗଙ୍ଗାଙ୍କ ତଟରେ ଚତୁର୍ଦ୍ଦିଗକୁ ବ୍ୟାପିଥିବା ଏହି ଦିବ୍ୟଜ୍ୟୋତି ପ୍ରତ୍ୟେକଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ ଆଣୁ ଏହା ହିଁ ମୋର କାମନା ।”
SR
(ରିଲିଜ ଆଡି: 2073879)
ପରିଦର୍ଶକ କାଉଣ୍ଟର : 59
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam