ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଦୀପାବଳିରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
ପୋଷ୍ଟ କରାଯିବା ଦିନାଙ୍କ:
31 OCT 2024 7:30AM by PIB Bhubaneswar
ଦୀପାବଳି ଅବସରରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
“ଦେଶବାସୀଙ୍କୁ ଦୀପାବଳିରେ ଅନେକ ଅନେକ ଶୁଭେଚ୍ଛା । ଆଲୋକର ଏହି ଦିବ୍ୟ ଉତ୍ସବରେ ପ୍ରତ୍ୟେକଙ୍କର ସୁସ୍ଥ, ସୁଖମୟ ଏବଂ ସୌଭାଗ୍ୟପୂର୍ଣ୍ଣ ଜୀବନ କାମନା କରୁଛି । ମା’ ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କ କୃପାରୁ ସମସ୍ତଙ୍କ କଲ୍ୟାଣ ହେଉ ।”
SR
(ରିଲିଜ ଆଡି: 2069942)
ପରିଦର୍ଶକ କାଉଣ୍ଟର : 91
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Assamese
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam