ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଧନତେରସ୍ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
29 OCT 2024 9:34AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଧନତେରସ୍ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :
“ଦେଶବାସୀଙ୍କୁ ଧନ୍ତେରସ୍ର ବହୁତ ଶୁଭକାମନା । ଭଗବାନ ଧନ୍ୱନ୍ତରୀଙ୍କ ଆଶର୍ବାଦରୁ ଆପଣ ସମସ୍ତଙ୍କ ଜୀବନ ସର୍ବଦା ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୁଖ-ସମ୍ପତ୍ତିରେ ଭରପୁର ରହୁ, ଏହା ହିଁ ମୋର କାମନା ।”
SR
(रिलीज़ आईडी: 2069131)
आगंतुक पटल : 82
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam