ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଓମର ଅବଦୁଲ୍ଲାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଶୁଭେଚ୍ଛା

Posted On: 16 OCT 2024 1:36PM by PIB Bhubaneshwar

ଜମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିଥିବାରୁ ଓମର ଅବଦୁଲ୍ଲାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ଜମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବାରୁ ଓମର ଅବଦୁଲ୍ଲା ଜୀ ଙ୍କୁ ଶୁଭେଚ୍ଛା । ଜନସେବା ଦିଗରେ ଉତ୍ତମ ପ୍ରଚେଷ୍ଟା ପାଇଁ ଶୁଭେଚ୍ଛା । ଜଣାଉଛି । ଜମ୍ମୁ-କାଶ୍ମୀରର ପ୍ରଗତି ପାଇଁ କେନ୍ଦ୍ର ତାଙ୍କ ସହ ଓ ତାଙ୍କ ଟିମ୍ ସହ ନିକଟତର ହୋଇ କାମ କରିବ ।”

    SR

    



(Release ID: 2065308) Visitor Counter : 14