ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

କୁକି-ଜୋ-ହମାର, ମୈତେଇ ଏବଂ ନାଗା ସମ୍ପ୍ରଦାୟର ପ୍ରତିନିଧିତ୍ୱ କରି ମଣିପୁର ବିଧାନସଭାର ନିର୍ବାଚିତ ସଦସ୍ୟମାନେ ଆଜି ନୂଆଦିଲ୍ଲୀରେ ଏକ ବୈଠକରେ ରାଜ୍ୟର ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋଚନା କରିଛନ

ପୋଷ୍ଟ କରାଯିବା ଦିନାଙ୍କ: 15 OCT 2024 6:12PM by PIB Bhubaneswar

 

ମଣିପୁର ବିଧାନସଭାର ନିର୍ବାଚିତ କୁକି-ଜୋ-ହମାର, ମୈତେଇ ଏବଂ ନାଗା ସମ୍ପ୍ରଦାୟର ସଦସ୍ୟ ମାନେ ଆଜି ନୂଆଦିଲ୍ଲୀରେ ଏକ ବୈଠକରେ ରାଜ୍ୟର ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି। ଏହି ବୈଠକରେ ସର୍ବସମ୍ମତିକ୍ରମେ ପାରିତ ନିଷ୍ପତ୍ତିରେ ରାଜ୍ୟର ସମସ୍ତ ସମ୍ପ୍ରଦାୟର ଅଧିବାସୀଙ୍କୁ ହିଂସାର ମାର୍ଗ ଛାଡ଼ିବାକୁ ନିବେଦନ କରାଯାଇଛି ଯାହା ଫଳରେ ନିରୀହ ନାଗରିକଙ୍କ ମୂଲ୍ୟବାନ ଜୀବନ ଆଉ ଯିବନାହିଁ ।

 

HS


(ରିଲିଜ ଆଡି: 2065149) ପରିଦର୍ଶକ କାଉଣ୍ଟର : 100
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Assamese , Manipuri , Gujarati , Kannada