ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ୱାଶିମରେ ପୋହରା ଦେବୀଙ୍କ ମନ୍ଦିରରେ ପ୍ରଧାନମନ୍ତ୍ରୀଙ୍କ ପ୍ରାର୍ଥନା

प्रविष्टि तिथि: 05 OCT 2024 2:35PM by PIB Bhubaneswar

ମହାରାଷ୍ଟ୍ରର ୱାଶିମ ଜିଲ୍ଲା ସ୍ଥିତ ପୋହରା ଦେବୀଙ୍କ ମନ୍ଦିରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରାର୍ଥନା କରିଛନ୍ତି ।

ଏକ୍ସର ଏକ ପୋଷ୍ଟରେ ସେ ଲେଖିଛନ୍ତି:

“ମହାରାଷ୍ଟ୍ରର ୱାଶିମ ଜିଲ୍ଲା ସ୍ଥିତ ପୋହରା ଦେବୀଙ୍କ ମନ୍ଦିରରେ ପ୍ରାର୍ଥନା କରିବାର ଏକ ବିଶେଷ ସୁଯୋଗ ଆଜି ସକାଳୁ ମିଳିଥିଲା । ମା ଆମ ସମସ୍ତଙ୍କୁ ସୁଖ, ସ୍ୱାଚ୍ଛନ୍ଦ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆଶୀର୍ବାଦ କରନ୍ତୁ ।”

SR


(रिलीज़ आईडी: 2062403) आगंतुक पटल : 71
इस विज्ञप्ति को इन भाषाओं में पढ़ें: Telugu , Tamil , English , Urdu , Marathi , हिन्दी , Manipuri , Assamese , Bengali , Punjabi , Gujarati , Kannada , Malayalam