ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜୟନ୍ତୀରେ ଶହୀଦ ଭଗତ ସିଂହଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

प्रविष्टि तिथि: 28 SEP 2024 9:40AM by PIB Bhubaneswar

 

ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହଙ୍କୁ ତାଙ୍କ ଜନ୍ମ ଜୟନ୍ତୀରେମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 

ପ୍ରଧାନମନ୍ତ୍ରୀ ନିମ୍ନଲିଖିତ ଶିରୋନାମା ସହ ଏକ ଭିଡିଓ ଏକ୍ସରେ ପୋଷ୍ଟ କରିଛନ୍ତି:

ମାତୃଭୂମିର ସ୍ୱାଭିମାନର ରକ୍ଷା ପାଇଁ ନିଜ ଜୀବନକୁବଳିଦାନ ଦେଇଥିବା ଅମର ଶହୀଦ ଭଗତ ସିଂହଙ୍କୁ ତାଙ୍କଜନ୍ମ ଜୟନ୍ତୀରେ ଶତ ଶତ ପ୍ରଣାମ 

SR

 


(रिलीज़ आईडी: 2060002) आगंतुक पटल : 80
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam