ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

‘ଶ୍ରୀ ବିଜୟ ପୁରମ୍’ ନାମ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ସମୃଦ୍ଧ ଇତିହାସ ଓ ବୀର ବ୍ୟକ୍ତିଙ୍କୁ ସମ୍ମାନିତ କରୁଛି

Posted On: 13 SEP 2024 9:11PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି, ‘ଶ୍ରୀ ବିଜୟ ପୁରମ୍‌’ ନାମ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ବୀର ଲୋକମାନଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି ଏବଂ ଔପନିବେଶିକ ବାଦ ଶାସନରୁ ମୁକ୍ତିର ପ୍ରତୀକ ।

ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ ଏକ୍ସ ରେ କରିଥିବା ଏକ ଟ୍ୱିଟର ପ୍ରତିକ୍ରିୟାରେ ଶ୍ରୀ ମୋଦୀ ଲେଖିଛନ୍ତି:

“ଶ୍ରୀ ବିଜୟ ପୁରମ୍‌’ ନାମ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ସମୃଦ୍ଧ ଇତିହାସ ଓ ବୀର ବ୍ୟକ୍ତିଙ୍କୁ ସମ୍ମାନିତ କରୁଛି । ଏହା ମଧ୍ୟ ଔପନିବେଶବାଦରୁ ମୁକ୍ତିର ପ୍ରତିବଦ୍ଧତାକୁ ସୂଚାଇବା ସହ ଆମ ଐତିହ୍ୟକୁ ସମ୍ମାନିତ କରୁଛି” ।

SR



(Release ID: 2054848) Visitor Counter : 10