ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରକ୍ଷାବନ୍ଧନରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

Posted On: 19 AUG 2024 8:52AM by PIB Bhubaneshwar

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରକ୍ଷା ବନ୍ଧନ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ସମସ୍ତ ଦେଶବାସୀଙ୍କୁ ଭାଇ-ଭଉଣୀଙ୍କ ଅସୀମ ସ୍ନେହର ପ୍ରତୀକର ପର୍ବ ରକ୍ଷାବନ୍ଧନର ଢେର ଶୁଭକାମନା । ଏହି ପବିତ୍ର ପର୍ବ ଆପଣ ସମସ୍ତଙ୍କ ସମ୍ପର୍କର ନୂତନ ମିଷ୍ଟତା ଏବଂ ଜୀବନରେ ସୁଖ, ସମୃଦ୍ଧି ଏବଂ ସୌଭାଗ୍ୟ ଆଣୁ ।” 

SR


(Release ID: 2046677)