ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ

प्रविष्टि तिथि: 09 AUG 2024 2:23PM by PIB Bhubaneswar

 

ନୂଆଦିଲ୍ଲୀରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ଶ୍ରୀ ନେଇଫିଉ ରିଓ ଭେଟିଛନ୍ତି

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସ ରେ ପୋଷ୍ଟ ହୋଇଛି;

ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ @Neiphiu_Rio ଶ୍ରୀ ପ୍ରଧାନମନ୍ତ୍ରୀଙ୍କୁ Anarendramodi ଭେଟିଛନ୍ତି

SR


(रिलीज़ आईडी: 2043963) आगंतुक पटल : 87
इस विज्ञप्ति को इन भाषाओं में पढ़ें: Bengali , English , Urdu , Marathi , हिन्दी , Hindi_MP , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam