ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆଷାଢ଼ୀ ଏକାଦଶୀରେ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 17 JUL 2024 9:35AM by PIB Bhubaneshwar

ଆଷାଢ଼ୀ ଏକାଦଶୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି;

“ଆଷାଢ଼ୀ ଏକାଦଶୀରେ ଶୁଭେଚ୍ଛା! ଆମ ଉପରେ ଭଗବାନ ବିଠଲଙ୍କ ଆଶୀର୍ବାଦ ସର୍ବଦା ଥାଉ ଏବଂ ସୁଖ ଓ ସମୃଦ୍ଧିଭରା ଏକ ସମାଜ ଗଠନ ପାଇଁ ପ୍ରେରଣା ଦେଉଥାଉ । ଏହି ପର୍ବ ଆମ ଭିତରେ ଭକ୍ତି, ବିନମ୍ରତା ଓ କରୁଣା ଭରିଦେଉ । ଏକ ଲଗନରେ ସମାଜର ଅତ୍ୟନ୍ତ ଗରିବମାନଙ୍କ ସେବା ପାଇଁ ଆମକୁ ପ୍ରୋତ୍ସାହିତ କରୁଥାଉ” ।

 

SR


(रिलीज़ आईडी: 2033977) आगंतुक पटल : 68
इस विज्ञप्ति को इन भाषाओं में पढ़ें: Assamese , English , Urdu , Marathi , हिन्दी , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam