ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ‘ମେକ୍ ଇନ୍ ଇଣ୍ଡିଆ’ ସଫଳତା କାହାଣୀକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

Posted On: 16 JUL 2024 10:28PM by PIB Bhubaneshwar

ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ମେକ୍ ଇନ୍ ଇଣ୍ଡିଆର ସଫଳତାର କାହାଣୀକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି । ମେକ୍ ଇନ୍ ଇଣ୍ଡିଆ କିପରି ଭାରତର ଅର୍ଥନୀତିକୁ ବିଶ୍ୱ ସ୍ତରରେ ଆଗକୁ ବଢ଼ାଉଛି ତାହାର ଏକ ଝଲକ ଶ୍ରୀ ମୋଦୀ ଶେୟାର କରିଛନ୍ତି ।

ବିଶ୍ୱସ୍ତରରେ ଭାରତ ଦ୍ୱାରା ନିର୍ମିତ ଉତ୍ପାଦର ଅଭୁତପୂର୍ବ ସଫଳତାର ପ୍ରଦର୍ଶନ କରୁଥିବା ‘ମେଡ୍ ଇନ୍ ଇଣ୍ଡିଆ’ ପଦକ୍ଷେପ ବିଷୟରେ ମାଇଁଗଭ୍‌ଇଣ୍ଡିଆର ଏକ୍ସ ପୋଷ୍ଟ ଥ୍ରେଡ୍‌ଗୁଡିକ ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ମୋଦୀ ଏକ୍ସର ଏକ ପୋଷ୍ଟରେ କହିଛନ୍ତି;

“‘ମେକ୍ ଇନ୍ ଇଣ୍ଡିଆ’ କିପରି ଭାରତର ଅର୍ଥନୀତିକୁ ବିଶ୍ୱସ୍ତରରେ ପହଞ୍ଚାଉଛି ତାହାର ଏକ ଝଲକ !”

 

SR 



(Release ID: 2033864) Visitor Counter : 5