ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଥିରୁ କେ. କାମରାଜଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

प्रविष्टि तिथि: 15 JUL 2024 4:57PM by PIB Bhubaneshwar

ଥିରୁ କେ. କାମରାଜଙ୍କୁ ତାଙ୍କୁ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ଥିରୁ କେ. କାମରାଜଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ସ୍ମରଣ କରୁଛି । ଗରିବଙ୍କ ବିକାଶ ଏବଂ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ପାଇଁ ସେ ସମାନର ପାତ୍ର । ଶିକ୍ଷା କ୍ଷେତ୍ରକୁ ତାଙ୍କ ଅବଦାନର ତୁଳନା ନାହିଁ । ତାଙ୍କ ଆଦର୍ଶକୁ ପାଳନ କରିବା ଦିଗରେ ଏବଂ ଏକ କରୁଣାମୟ ସମାଜ ଗଠନ ଦିଗରେ ଆମର ପ୍ରତିବଦ୍ଧତାକୁ ଦୋହରାଉଛୁ ।”

SR


(रिलीज़ आईडी: 2033543) आगंतुक पटल : 81
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Hindi_MP , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam