କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ
ପୂଜା ମନୋରମା ଦିଲ୍ଲୀପ ଖେଡକରଙ୍କ ପ୍ରାର୍ଥୀତ୍ୱ ଦାବି ଓ ଅନ୍ୟାନ୍ୟ ବିବରଣୀ ଯାଞ୍ଚ ପାଇଁ କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି
Posted On:
11 JUL 2024 8:15PM by PIB Bhubaneshwar
ସିଭିଲ ସର୍ଭିସ ପରୀକ୍ଷା-୨୦୨୨ ଏବଂ ପୂର୍ବର ସିଏସ୍ଇର ପ୍ରାର୍ଥୀ ପୂଜା ମନୋରମା ଦିଲ୍ଲୀପ ଖେଡକରଙ୍କ ପ୍ରାର୍ଥୀତ୍ୱ ଦାବି ଓ ଅନ୍ୟାନ୍ୟ ବିବରଣୀ ଯାଞ୍ଚ କରିବା ପାଇଁ କେନ୍ଦ୍ର ସରକାର ଭାରତ ସରକାରଙ୍କ ଅତିରିକ୍ତ ସଚିବ ପାହ୍ୟାର ଜଣେ ବରିଷ୍ଠ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ ଜଣିଆ କମିଟି ଗଠନ କରିଛନ୍ତି ।
ଏହି କମିଟି ୨ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବ ।
****
SSP
(Release ID: 2032631)
Visitor Counter : 87