ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପଦହସ୍ତାସନର ଭିଡିଓ ସେୟାର କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 16 JUN 2024 10:10AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ପଦହସ୍ତାସନର ବିସ୍ତୃତ ଭିଡିଓ ସେୟାର କରିଛନ୍ତି । ପଦହସ୍ତାସନ ମାସିକ ଋତୁସ୍ରାବର ଯନ୍ତ୍ରଣା ହ୍ରାସ ଏବଂ ମେରୁଦଣ୍ଡର ସୁସ୍ଥତା ପାଇଁ ପାଦ ଓ ହାତର ଭଙ୍ଗୀ ପଦହସ୍ତାସନରେ ଦେଖାଯାଇଥାଏ । ଏହାକୁ ଅଭ୍ୟାସ କରିବାକୁ ଭିଡିଓରେ ଅନୁରୋଧ କରାଯାଇଛି ।

ଆଗକୁ ଆନ୍ତର୍ଜାତିକ ଯୋଗ ଦିବସର ଦଶମ ସଂସ୍କରଣ ଥିବା ବେଳେ ଏହି ଭିଡିଓ ସେୟାର କରି ଏହି ଭଙ୍ଗୀର ଯୋଗ ସମ୍ପର୍କରେ ହିନ୍ଦୀ ଓ ଇଂରାଜୀରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

“ପଦହସ୍ତାସନର ଅନେକ ଗୁଡ଼ିଏ ଲାଭ ଅଛି...ଏହାକୁ ଅଭ୍ୟାସ କରନ୍ତୁ” 

SR


(रिलीज़ आईडी: 2025775) आगंतुक पटल : 67
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Hindi_MP , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam