କେନ୍ଦ୍ରୀୟ ଲୋକ ସେବା ଆୟୋଗ
azadi ka amrit mahotsav

ଲୋକ ସେବା ଆୟୋଗ ୨୦୨୪ ଏପ୍ରିଲ୍ ମାସ ପାଇଁ ନିଯୁକ୍ତି ଫଳାଫଳ ଘୋଷଣା କରିଛ

ପୋଷ୍ଟ କରାଯିବା ଦିନାଙ୍କ: 24 MAY 2024 5:17PM by PIB Bhubaneswar

 

ଲୋକ ସେବା ଆୟୋଗ ୨୦୨୪ ଏପ୍ରିଲ୍ ମାସ ପାଇଁ ନିଯୁକ୍ତି ଫଳାଫଳ ଚୂଡାନ୍ତ କରିଛି। ଚୟନ କରାଯାଇଥିବା ପ୍ରାର୍ଥୀମାନଙ୍କୁ ବ୍ୟକ୍ତିଗତ ଭାବେ ଡାକ ଦ୍ବାରା ସୂଚନା ଦିଆଯାଇଛି। ଅନ୍ୟ ପ୍ରାର୍ଥୀମାନଙ୍କର ଆବେଦନଗୁଡିକ ଯଥାର୍ଥ ଭାବରେ ବିଚାର କରାଯାଇଥିଲା, କିନ୍ତୁ ଦୁଃଖô େଯ ସେମାନଙ୍କୁ ସାକ୍ଷାତକାର ପାଇଁ ଡାକିବା /ଏହି ପଦ ପାଇଁ ସେମାନଙ୍କୁ ସୁପାରିଶ କରିବା ସମ୍ଭବପର ନୁହେଁ।

 

SR


(ରିଲିଜ ଆଡି: 2021567) ପରିଦର୍ଶକ କାଉଣ୍ଟର : 96
ଏହି ରିଲିଜ ପଢନ୍ତୁ : Tamil , English , Urdu , Marathi , हिन्दी , Gujarati