ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭୁଟାନରେ ପହଚିଂଲେ ପ୍ରଧାନମନ୍ରୀ

प्रविष्टि तिथि: 22 MAR 2024 10:35AM by PIB Bhubaneshwar

ପ୍ରଧାନମନ୍ରୀ ଶ୍ରୀ ନରେନ୍ଦ୍ର ମୋଦି ମାଚ୍ର୍ଚ ୨୨ରୁ ୨୩ ତାରିଖ ଯାଏଁ ଦୁଇଦିନିଆ ଭୁଟାନ ଗସ୍ତରେ ଆଜି ପାରୋରେ ପହଚିଂଛନ୍ତି। ଏହି ଗସ୍ତରେଭାରତ ଓ ଭୁଟାନ ମଧ୍ଯରେ ନିୟମିତ ଉଚ୍ଚ ସ୍ତରୀୟ ଆଦାନ-ପ୍ରଦାନଏବଂ ସରକାରଙ୍କ ପଡୋଶୀ ପ୍ରଥମ ନୀତି ଉପରେ ଗୁରୁତ୍ବ ଦିଆଯିବ।

ପାରୋ ବିମାନ ବନ୍ଦରରେ ପ୍ରଧାନମନ୍ରୀଙ୍କୁ ଭୁଟାନର ପ୍ରଧାନମନ୍ରୀଶେରିଙ୍ଗ୍ ଟୋବ୍ଗେ ପୂର୍ଣ୍ଣ ଔପଚାରିକତା ସହକାରେ ସ୍ବାଗତ କରିଥିଲେ।

ଏହି ଗସ୍ତ ଅବସରରେ ପ୍ରଧାନମନ୍ରୀ ଭୁଟାନର ରାଜା ମହାମହିମ ଜିଗ୍ମେଖେସର୍ ନାମ୍ଗୟେଲ୍ ଏବଂ ଭୁଟାନର ଚତୁର୍ଥ ରାଜା ମହାମହିମ ଜିଗ୍ମେସିଙ୍ଗ୍ୟେ ଓ୍ବାଙ୍ଗ୍ଚୁକ୍ଙ୍କ ସହ ସାକ୍ଷାତ କରିବେ। ଏହି ଅବସରରେ ପ୍ରଧାନମନ୍ରୀଭୁଟାନର ପ୍ରଧାନମନ୍ରୀ ଶେରିଙ୍ଗ୍ ଟୋବ୍କେଙ୍କ ସହ ମଧ୍ଯ ଆଲୋଚନାକରିବେ।

ପ୍ରଧାନମନ୍ରୀ ଥିମ୍ପୁରେ ଗୟାଲ୍ତ୍ସୁଏନ୍ ଜେତ୍ସନ୍ ପେମା ମାତୃ ଏବଂ ଶିଶୁଡାକ୍ତରଖାନାର ଉଦ୍ଘାଟନ କରିବେ। ଥିମ୍ପୁରେ ଏହି ଅତ୍ୟାଧୁନିକଡାକ୍ତରଖାନା ଭାରତ ସରକାରଙ୍କ ସହେଯାଗରେ ନିର୍ମାଣ କରାଯାଇଛି।

SR


(रिलीज़ आईडी: 2016113) आगंतुक पटल : 136
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam