ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଲଖପତି ଦିଦି ଯୋଜନା ସାରା ଦେଶରେ ମହିଳାଙ୍କୁ ସଶକ୍ତ କରୁଛି : ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
08 MAR 2024 3:29PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହିଳା ଦିବସ ଅବସରରେ କହିଛନ୍ତି ଯେ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡ଼ିତ ମହିଳାମାନେ ବିକଶିତ ଭାରତରେ ଦୃଢ଼ ସଂଯୋଗ ଅଟନ୍ତି।
ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି –
‘‘ଲଖପତି ଦିଦି ଯୋଜନା ସାରା ଦେଶରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଏକ ବଡ଼ ମାଧ୍ୟମ ହୋଇଛି। ସ୍ବୟଂ ସହାୟକ ଗୋଷ୍ଠୀ ସହିତ ଆମର ମା ଓ ଭଉଣୀ ଏବଂ ଝିଅମାନେ ବିକଶିତ ଭାରତର ନିର୍ମାଣର ଏକ ମଜବୁତ୍ ଅଂଶ।’’
BS
(ରିଲିଜ ଆଡି: 2012929)
ପରିଦର୍ଶକ କାଉଣ୍ଟର : 132
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam