ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପଶ୍ଚିମବଙ୍ଗ ରାଜ୍ୟପାଳ

ପୋଷ୍ଟ କରାଯିବା ଦିନାଙ୍କ: 01 MAR 2024 7:34PM by PIB Bhubaneshwar

ପଶ୍ଚିମବଙ୍ଗ ରାଜ୍ୟପାଳ . ସିଭି ଆନନ୍ଦ ବୋଷ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟ୍ବିଟରରେ ପୋଷ୍ଟ କରିଛନ୍ତି:

ପଶ୍ଚିମବଙ୍ଗ ରାଜ୍ୟପାଳ . ସିଭି ଆନନ୍ଦ ବୋଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି

 

BS


(ରିଲିଜ ଆଡି: 2011672) ପରିଦର୍ଶକ କାଉଣ୍ଟର : 114