ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଉତ୍ତରପ୍ରଦେଶର କାସଗଞ୍ଜଠାରେ ଦୁର୍ଘଟଣାରେ ପ୍ରାଣହାନି ଯୋଗୁ ପ୍ରଧାନମନ୍ତ୍ରୀଙ୍କ ଶୋକ

प्रविष्टि तिथि: 24 FEB 2024 6:55PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର କାସଗଞ୍ଜଠାରେ ହୋଇଥିବା ଦୁର୍ଘଟଣାରେ ଜୀବନହାନି ଯୋଗୁ ଦୁଃଖ ବ୍ୟକ୍ତ କରିଛନ୍ତି ।

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

‘ହୃଦୟ ବିଦାରକ! ଉତ୍ତରପ୍ରଦେଶର କାସଗଞ୍ଜଠାରେ ଟ୍ରାକ୍ଟର ଟ୍ରଲି ପୋଖରୀକୁ ଖସି ହୋଇଥିବା ଦୁର୍ଘଟଣା ଦୁଃଖଦାୟକ । ଏଥିରେ ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୋର ସମବେଦନା । ଏଥିସହ ଆହତମାନେ ଶୀଘ୍ର ସୁସ୍ଥ ହେବାକୁ କାମନା କରୁଛି । ରାଜ୍ୟ ସରକାରଙ୍କ ତଦାରଖରେ ସ୍ଥାନୀୟ ପ୍ରଶାସନ ପୀଡ଼ିତଙ୍କୁ ସବୁପ୍ରକାର ସହାୟତା ଯୋଗାଉଛି:ପ୍ରଧାନମନ୍ତ୍ରୀ’ ।

 

 SR


(रिलीज़ आईडी: 2009072) आगंतुक पटल : 72
इस विज्ञप्ति को इन भाषाओं में पढ़ें: Kannada , English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Malayalam