ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭାରତ ରତ୍ନ ସମ୍ମାନ ପ୍ରାପ୍ତ କର୍ପୁରି ଠାକୁରଙ୍କ ପରିବାରକୁ ଭେଟିଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
12 FEB 2024 4:45PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ଆଜି ଭାରତ ରତ୍ନ ସମ୍ମାନ ପ୍ରାପ୍ତ କର୍ପୁରି ଠାକୁରଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଭାରତ ରତ୍ନରେ ସମ୍ମାନିତ କର୍ପୁରି ଠାକୁରଙ୍କ ପରିବାର ସଦସ୍ୟଙ୍କୁ ଭେଟି ବହୁତ ଖୁସି ଲାଗିଲା । କର୍ପୁରି ଜୀ ସମାଜର ପଛୁଆ ଏବଂ ବଞ୍ଚିତ ବର୍ଗଙ୍କ ପାଇଁ ଭଗବାନଙ୍କ ଭଳି, ଯାହାଙ୍କ ଜୀବନ ଏବଂ ଆଦର୍ଶ ଦେଶବାସୀଙ୍କୁ ନିରନ୍ତର ପ୍ରେରଣା ଦେବା ଜାରି ରଖିବ ।’
SR
(रिलीज़ आईडी: 2005552)
आगंतुक पटल : 100
इस विज्ञप्ति को इन भाषाओं में पढ़ें:
Kannada
,
English
,
Urdu
,
हिन्दी
,
Marathi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Malayalam