ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଭାରତୀୟ ସଂଖ୍ୟାଲଘୁ ଫାଉଣ୍ଡେସନର ପ୍ରତିନିଧି
ପୋଷ୍ଟ କରାଯିବା ଦିନାଙ୍କ:
05 FEB 2024 7:42PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସଂସଦରେ ଭାରତୀୟ ସଂଖ୍ୟାଲଘୁ ଫାଉଣ୍ଡେସନର ଧାର୍ମିକ ନେତାଙ୍କୁ ଭେଟିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଆଜି ସଂସଦରେ ଧାର୍ମିକ ନେତାଙ୍କ ଏକ ପ୍ରତିନିଧିଙ୍କୁ ଭେଟି ଖୁସି । ଆମ ଦେଶର ବିକାଶ ପଥ ଉପରେ ସେମାନଙ୍କ ମଧୁର ଶବ୍ଦ ପାଇଁ ସେମାନଙ୍କୁ ଧନ୍ୟବାଦ ।’
SR
(ରିଲିଜ ଆଡି: 2002909)
ପରିଦର୍ଶକ କାଉଣ୍ଟର : 99
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam