ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଶ୍ରୀ ରାମ ଜନ୍ମଭୂମି ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହକୁ ନେଇ ଭାରତର ରାଷ୍ଟ୍ରପତିଙ୍କ ଚିଠିର ଉତ୍ତର ଦେଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
23 JAN 2024 6:54PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ରାମ ଜନ୍ମଭୂମି ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହକୁ ନେଇ ଭାରତର ରାଷ୍ଟ୍ରପତିଙ୍କ ଚିଠିର ଉତ୍ତର ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଦୁଇ ଦିନ ପୂର୍ବେ ମୋତେ ସମ୍ମାନନୀୟ ରାଷ୍ଟ୍ରପତିଙ୍କଠାରୁ ଏକ ପ୍ରେରଣାଦାୟୀ ପତ୍ର ପାଇଥିଲି । ମୁଁ ଆଜି ଏକ ଚିଠି ମାଧ୍ୟମରେ କୃତଜ୍ଞତା ଜଣାଇବାକୁ ପ୍ରୟାସ କରିଛି ।’
SR
(ରିଲିଜ ଆଡି: 1999081)
ପରିଦର୍ଶକ କାଉଣ୍ଟର : 117
ଏହି ରିଲିଜ ପଢନ୍ତୁ :
Assamese
,
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam