ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କନଡ଼ରେ ଶିବଶ୍ରୀ ସ୍କନ୍ଦପ୍ରସାଦଙ୍କ ପ୍ରସ୍ତୁତି ପ୍ରଭୁ ଶ୍ରୀ ରାମଙ୍କ ପ୍ରତି ସମର୍ପଣ ଭାବନାକୁ ଉଜାଗର କରିଥାଏ: ପ୍ରଧାନମନ୍ତ୍ରୀ

Posted On: 16 JAN 2024 9:29AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, କନଡ଼ରେ ଶିବଶ୍ରୀ ସ୍କନ୍ଦପ୍ରସାଦଙ୍କ ପ୍ରସ୍ତୁତି ପ୍ରଭୁ ଶ୍ରୀ ରାମଙ୍କ ପ୍ରତି ସମର୍ପଣ ଭାବନାକୁ ସୁନ୍ଦରତାର ସହ ଉଜାଗର କରିଥାଏ । ଶ୍ରୀ ମୋଦୀ ଶିବଶ୍ରୀ ସ୍କନ୍ଦପ୍ରସାଦଙ୍କ ଦ୍ୱାରା କନଡ଼ରେ ଗାନ କାଯାଇଥିବା ପ୍ରଭୁ ଶ୍ରୀ ରାମଙ୍କ ଭଜନ ଭିଡିଓକୁ ସେୟାର କରିଛନ୍ତି ଏବଂ କହିଛନ୍ତି ଏପରି ପ୍ରୟାସ ଆମ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ସଂରକ୍ଷଣ କରିବାରେ ବେଶ୍ ସହାୟକ ହେବ ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘କନଡ଼ରେ ଶିବଶ୍ରୀ ସ୍କନ୍ଦପ୍ରସାଦଙ୍କ ପ୍ରସ୍ତୁତି ପ୍ରଭୁ ଶ୍ରୀ ରାମଙ୍କ ପ୍ରତି ସମର୍ପଣ ଭାବନାକୁ ସୁନ୍ଦରତାର ସହ ଉଜାଗର କରିଥାଏ । ଏପରି ପ୍ରୟାସ ଆମ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ସଂରକ୍ଷଣ କରିବାରେ ବେଶ୍ ସହାୟକ ହୋଇଥାଏ ।’

 

  SR



(Release ID: 1996511) Visitor Counter : 74