ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଶ୍ରୀ ଧନଜୀଭାଇ ସେଙ୍ଘାନୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
05 JAN 2024 5:02PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମାଣ୍ଡଭିର ପୂର୍ବତନ ବିଧାୟକ ଧନଜିଭାଇ ସିଂଘାନିଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି –
‘‘ସେ ଟ୍ୱିଟ୍ କରି କହିଛନ୍ତି, ମାଣ୍ଡଭିର ପୂର୍ବତନ ବିଧାୟକ ଧନଜୀଭାଇ ସେଂଘାନୀଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ। ଭଗବାନ ତାଙ୍କ ଦିବ୍ୟ ଆତ୍ମାକୁ ତାଙ୍କ ଚରଣରେ ସ୍ଥାନ ଦିଅନ୍ତୁ ଏବଂ ତାଙ୍କ ପରିବାରକୁ ଏହି ସମୟରେ ଶକ୍ତି ଦିଅନ୍ତୁ।
ଓଁ ଶାନ୍ତି …!!’’
BS
(ରିଲିଜ ଆଡି: 1994109)
ପରିଦର୍ଶକ କାଉଣ୍ଟର : 143
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam