ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଗୀତାବେନ୍ ରାବରୀଙ୍କ ଦ୍ୱାରା ଗାନ କରାଯାଇଥିବା ଭକ୍ତି ଭଜନ ‘ଶ୍ରୀ ରାମ ଘର ଆୟେ’କୁ ସେୟାର କଲେ ପ୍ରଧାନମନ୍ତ୍ରୀ
Posted On:
07 JAN 2024 9:25AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୀତାବେନ୍ ରାବରୀଙ୍କ ଦ୍ୱାରା ଗାନ କରାଯାଇଥିବା, ମୌଲିକ ମେହତାଙ୍କ ଦ୍ୱାରା ରଚିତ ଏବଂ ସୁନୀତା ଯୋଶୀ(ପାଣ୍ଡ୍ୟା)ଙ୍କ ଦ୍ୱାରା ସଂଯୋଜିତ ଭକ୍ତି ଭଜନ ‘ଶ୍ରୀ ରାମ ଘର ଆୟେ’କୁ ସେୟାର କରିଛନ୍ତି ।
ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
‘ଅଯୋଧ୍ୟାରେ ଭଗବାନ ଶ୍ରୀ ରାମଙ୍କ ଦିବ୍ୟ-ଭବ୍ୟ ମନ୍ଦିରରେ ରାମଲଲାଙ୍କ ଆଗମନର ପ୍ରତୀକ୍ଷା ଶେଷ ହେବାକୁ ଯାଉଛି । ସମଗ୍ର ଦେଶ ମୋ ପରିବାରଜନଙ୍କୁ ତାଙ୍କ ପ୍ରାଣ-ପ୍ରତିଷ୍ଠାର ଅପେକ୍ଷା ରହିଛି । ତାଙ୍କୁ ସ୍ୱାଗତ କରିବା ପାଇଁ ଗୀତାବେନ ରାବରି ଜୀଙ୍କ ଏହି ଭଜନ ଅତ୍ୟନ୍ତ ଭାବବିଭୋର କରିବା ଭଳି ।’
SR
(Release ID: 1994074)
Read this release in:
Kannada
,
English
,
Urdu
,
Marathi
,
Hindi
,
Bengali
,
Bengali-TR
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam