ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସାବିତ୍ରୀବାଇ ଫୁଲେ ଏବଂ ରାଣୀ ଭେଲୁ ନାଚିଆରଙ୍କୁ ସେମାନଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

Posted On: 03 JAN 2024 8:09AM by PIB Bhubaneshwar

ସାବିତ୍ରୀବାଇ ଫୁଲେ ଏବଂ ରାଣୀ ଭେଲୁ ନାଚିଆରଙ୍କୁ ସେମାନଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

 

ଶ୍ରୀ ମୋଦୀ କହିଛନ୍ତି ଯେ ଉଭୟେ କରୁଣା ଏବଂ ସାହସ ଦ୍ୱାରା ସମାଜକୁ ପ୍ରେରିତ କରିଛନ୍ତି ଏବଂ ଆମ ରାଷ୍ଟ୍ର ପ୍ରତି ସେମାନଙ୍କ ଯୋଗଦାନ ଅତୁଲ୍ୟ ।

 

ପ୍ରଧାନମନ୍ତ୍ରୀ ମନ୍ କୀ ବାତ୍‌ର କିଛି ଅଂଶ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ସେ ସାବିତ୍ରୀବାଇ ଫୁଲେ ଏବଂ ରାଣୀ ଭେଲୁ ନାଚିଆରଙ୍କ ସମ୍ପର୍କରେ ନିଜ ବିଚାର ବ୍ୟକ୍ତ କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ସାବିତ୍ରୀବାଇ ଫୁଲେ ଏବଂ ରାଣୀ ଭେଲୁ ନାଚିଆରଙ୍କ ଜୟନ୍ତୀରେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି । ଏହି ଦୁଇ ଜଣ କରୁଣା ଏବଂ ସାହସ ଦ୍ୱାରା ସମାଜକୁ ପ୍ରେରିତ କରିଛନ୍ତି । ଆମ ରାଷ୍ଟ୍ରପତି ସେମାନଙ୍କ ଯୋଗଦାନ ଅତୁଲ୍ୟ । ନିକଟରେ ମନ୍ କୀ ବାତ୍‌ରେ ଆମେ ସେମାନଙ୍କୁ ଏପରି ଶ୍ରଦ୍ଧାଞ୍ଜଳି ଦେଇଥିଲୁ ।’

 

  SR



(Release ID: 1992994) Visitor Counter : 79