ପୋଷ୍ଟ କରାଯିବା ଦିନାଙ୍କ:
03 JAN 2024 8:07AM by PIB Bhubaneswar
ଶ୍ରୀ ରାମ ଲଲାଙ୍କ ସ୍ୱାଗତ ପାଇଁ ସ୍ୱାତୀ ମିଶ୍ର କଣ୍ଠଦାନ କରିଥିବା ଭକ୍ତି ଭଜନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେୟାର କରିଛନ୍ତି । ଏହି ଭଜନ ବେଶ୍ ମନ୍ତ୍ରମୁଗ୍ଧକର ବୋଲି ଶ୍ରୀ ମୋଦୀ କହିଛନ୍ତି ।
ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
‘ଶ୍ରୀ ରାମ ଲଲାଙ୍କ ସ୍ୱାଗତରେ ସ୍ୱାତୀ ମିଶ୍ରଙ୍କ ଭକ୍ତିପୂତ ଏହି ଭଜନ ମନ୍ତ୍ରମୁଗ୍ଧ କରିବ.. ।’
SR