ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଲାକ୍ଷାଦ୍ୱୀପର ବିକାଶ ସହ ଜଡ଼ିତ ଦିଗ ଉପରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ
Posted On:
02 JAN 2024 9:58PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲାକ୍ଷାଦ୍ୱୀପର ବିକାଶ ସହ ଜଡ଼ିତ ଏକ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଆଜି ଲାକ୍ଷାଦ୍ୱୀପରେ ପହଞ୍ଚଛନ୍ତି ଏବଂ କାଲି ସେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ପାଇଁ ମୂଳଦୁଆ ପକାଇବେ ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଲାକ୍ଷାଦ୍ୱୀପର ବିକାଶ ସହ ଜଡ଼ିତ ଦିଗ ଉପରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛି । ଭିତ୍ତିଭୂମି, ସ୍ଥାନୀୟ ସଂସ୍କୃତିର ସୁରକ୍ଷା ତଥା ଲୋକଙ୍କ ସମୃଦ୍ଧିର ସୁନିଶ୍ଚିତତା ଉପରେ ଧ୍ୟାନ ଦେଇ ଲାକ୍ଷାଦ୍ୱୀପବାସୀଙ୍କ ପାଇଁ ଏକ ଉନ୍ନତମାନର ଜୀବନ ସୁନିଶ୍ଚିତ କରିବାକୁ ଆମ ସରକାର ପ୍ରତିବଦ୍ଧ ।’
SR
(Release ID: 1992987)
Visitor Counter : 101
Read this release in:
English
,
Urdu
,
Marathi
,
Hindi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam
,
Malayalam