ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜନ ମନ ସର୍ଭେରେ ଭାଗ ନିଅ, ଭାରତର ଅଗ୍ରଗତି ଉପରେ ନିଜର ଦୃଷ୍ଟିକୋଣ ସେୟାର କର: ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
01 JAN 2024 2:05PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜନ ମନ ସର୍ଭେରେ ଭାଗ ନେବା ଏବଂ ଗତ୧୦ ବର୍ଷ ଭିତରେ ଭାରତ ହାସଲ କରିଥିବା ଅଗ୍ରଗତି ସମ୍ପର୍କରେ ସେମାନଙ୍କ ମତ ସେୟାର କରିବାକୁ ନାଗରିକମାନଙ୍କୁ ନିବେଦନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଗତ ୧୦ ବର୍ଷ ଭିତରେ ବିଭିନ୍ନ କ୍ଷେତ୍ରରେ ଭାରତ କରିଥିବା ଅଗ୍ରଗତି ବିଷୟରେ ଆପଣ କ’ଣ ଭାବନ୍ତି?
ନମୋ ଆପ୍ରେ ଜନ ମନ ସର୍ଭେ ମାଧ୍ୟମରେ ନିଜ ମତାମତକୁ ସିଧାସଳଖ ମୋ ସହ ସେୟାର କରନ୍ତୁ!’
SR
(ରିଲିଜ ଆଡି: 1992341)
ପରିଦର୍ଶକ କାଉଣ୍ଟର : 122
ଏହି ରିଲିଜ ପଢନ୍ତୁ :
Telugu
,
Malayalam
,
English
,
Urdu
,
हिन्दी
,
Marathi
,
Assamese
,
Bengali-TR
,
Bengali
,
Manipuri
,
Punjabi
,
Gujarati
,
Tamil
,
Kannada