ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆଇଏନଏସ ଇମ୍ଫାଲ ନୌସେନାରେ ସାମିଲ ହେବା ଭାରତ ପାଇଁ ଗର୍ବର ମୁହୂର୍ତ୍ତ: ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
26 DEC 2023 9:23PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ନୌସେନାରେ ଆଇଏନଏସ ଇମ୍ଫାଲ କାର୍ଯ୍ୟକ୍ଷମ ହୋଇଥିବାରୁ ଗର୍ବ ପ୍ରକାଶ କରିଛନ୍ତି ।
ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଢୁଥିବା ଆତ୍ମନିର୍ଭରଶୀଳତାକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି।
ଆଇଏନ୍ଏସ୍ ଇମ୍ଫାଲ୍ ଆମ ନୌସେନାରେ ସାମିଲ ହେବା ପରେ ଭାରତ ପାଇଁ ଗର୍ବର ମୁହୂର୍ତ୍ତ, ଯାହା ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଢୁଥିବା ଆତ୍ମନିର୍ଭରଶୀଳତାର ପ୍ରମାଣ। ଏହା ଆମର ନୌସେନା ଉତ୍କର୍ଷତା ଏବଂ ଇଞ୍ଜିନିୟରିଂ ଦକ୍ଷତାର ପ୍ରତୀକ । ଆତ୍ମନିର୍ଭରଶୀଳତା ପାଇଁ ଏହି ମାଇଲଖୁଣ୍ଟରେ ସମ୍ପୃକ୍ତ ସମସ୍ତଙ୍କୁ ଅଭିନନ୍ଦନ । ଆମେ ଆମ ସମୁଦ୍ରକୁ ସୁରକ୍ଷିତ ରଖିବୁ ଏବଂ ଆମ ଦେଶକୁ ସୁଦୃଢ଼ କରିବୁ।
BS
(ରିଲିଜ ଆଡି: 1991228)
ପରିଦର୍ଶକ କାଉଣ୍ଟର : 103
ଏହି ରିଲିଜ ପଢନ୍ତୁ :
Assamese
,
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam