ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଡ. ବାବାସାହେବ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

प्रविष्टि तिथि: 06 DEC 2023 8:19AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡ. ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

 

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

 

‘ପୂଜ୍ୟ ବାବାସାହେବ ଭାରତୀୟ ସମ୍ବିଧାନର ଶିଳ୍ପକାର ହେବା ସହ ସାମାଜିକ  ସୌହାର୍ଦ୍ଦ୍ୟର ଅମର ପୁରୋଧା ଥିଲେ, ଯିଏ ଶୋଷିତ ଏବଂ ବଞ୍ଚିତଙ୍କ କଲ୍ୟାଣ ପାଇଁ ନିଜ ଜୀବନ ସମର୍ପିତ କରିଥିଲେ । ଆଜି ତାଙ୍କ ମହାପରିନିର୍ବାଣ ଦିବସରେ ତାଙ୍କୁ ମୋର ସାଦର ପ୍ରଣାମ ।’

 

  SR


(रिलीज़ आईडी: 1982982) आगंतुक पटल : 103
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam