ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବିଶିଷ୍ଟ ଗୁଜରାଟୀ ଫଟୋ ସାମ୍ବାଦିକ ଜାଭେରିଲାଲ ମେହତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 27 NOV 2023 10:23PM by PIB Bhubaneshwar

ବିଶିଷ୍ଟ ଗୁଜରାଟୀ ଫଟୋ ସାମ୍ବାଦିକ ଶ୍ରୀ ଜାଭେରିଲାଲ ମେହତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

 

ଫଟୋ ସାମ୍ବାଦିକତା କ୍ଷେତ୍ରରେ ଦୀର୍ଘ ଏବଂ ପ୍ରତିଷ୍ଠିତ କ୍ୟାରିୟରରେ ତାଙ୍କର ବିଶିଷ୍ଟ ଅବଦାନକୁ ପ୍ରଧାନମନ୍ତ୍ରୀ ମନେ ପକାଇଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଗୁଜରାଟର ବିଶିଷ୍ଟ ଫଟୋ ସାମ୍ବାଦିକଙ୍କ ଦେହାନ୍ତ ଖବର ଶୁଣି ଅତ୍ୟନ୍ତ ଦୁଃଖିତ ।

 

ଫଟୋ ସାମ୍ବାଦିକତା କ୍ଷେତ୍ରରେ ଦୀର୍ଘ ଏବଂ ପ୍ରତିଷ୍ଠିତ କ୍ୟାରିୟରରେ ତାଙ୍କର ବିଶିଷ୍ଟ ଅବଦାନକୁ ସବୁବେଳେ ସ୍ମରଣ କରାଯିବ ।

 

ତାଙ୍କ ଆତ୍ମାର ସଦ୍‌ଗତି ହେଉ । ଶୋକସନ୍ତପ୍ତ ପରିବାରକୁ ସମବେଦନା । ଓମ୍ ଶାନ୍ତି ।’

 

  SR



(Release ID: 1980312) Visitor Counter : 64