ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କାର୍ତ୍ତିକ ପୂର୍ଣ୍ଣିମା ଏବଂ ଦେବ ଦୀପାବଳିରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

Posted On: 27 NOV 2023 7:57AM by PIB Bhubaneshwar

କାର୍ତ୍ତିକ ପୂର୍ଣ୍ଣିମା ଏବଂ ଦେବ ଦୀପାବଳି ଶୁଭ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

 

ଏହି ପବିତ୍ର ଉତ୍ସବ ସମସ୍ତଙ୍କ ଜୀବନରେ ନୂତନ ଉତ୍ସାହ ଆଣିଦେଉ ବୋଲି ଶ୍ରୀ ମୋଦୀ କାମନା କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଶ୍ରଦ୍ଧା, ଭକ୍ତି ଏବଂ ଦୈବୀ ଉପାସନାର ଭାରତୀୟ ପରମ୍ପରାରେ ପ୍ରକାଶିତ ପବିତ୍ର ପର୍ବ କାର୍ତ୍ତିକ ପୂର୍ଣ୍ଣିମା ଏବଂ ଦେବ ଦୀପାବଳିରେ ଅସୀମ ଶୁଭକାମନା । ମୋ କାମନା ଯେ ଏହି ଶୁଭ ଅବସରରେ ସାରା ଦେଶର ମୋର ପରିବାରଜନଙ୍କ ଜୀବନରେ ନୂଆ ଆଲୋକ ଏବଂ ଶକ୍ତି ସଞ୍ଚାର ହେଉ ।’

 

  SR



(Release ID: 1980181) Visitor Counter : 45