ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସାଇରା ବାନୁଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

Posted On: 10 NOV 2023 11:00PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀରେ ବିଶିଷ୍ଟ ସିନେ କଳାକାର ଶ୍ରୀମତୀ ସାଇରା ବାନୁଙ୍କୁ ଭେଟିଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

ସାଇରା ବାନୁ ଜୀଙ୍କୁ ଭେଟିବା ବେଶ୍ ଚମତ୍କାର ଥିଲା । ସିନେ ଜଗତରେ ତାଙ୍କ କାର୍ଯ୍ୟକୁ ପିଢ଼ି ପରେ ପିଢ଼ି ପ୍ରଶଂସା କରିଆସୁଛନ୍ତି । ଆମେ ବିଭିନ୍ନ ପ୍ରସଙ୍ଗରେ ଏକ ଭଲ ବାର୍ତ୍ତାଳପ କରିଥିଲୁ ।

 

 SR



(Release ID: 1976377) Visitor Counter : 60