ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ହରିୟାଣା ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

Posted On: 01 NOV 2023 11:59AM by PIB Bhubaneshwar

ରାଜ୍ୟର ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହରିୟାଣା ବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

 

ପ୍ରଧାନମନ୍ତ୍ରୀ କହିଛନ୍ତି, କୃଷି ଓ ପ୍ରତିରକ୍ଷା ଭଳି ପ୍ରମୁଖ କ୍ଷେତ୍ରରେ  ଦେଶ ପାଇଁ ହରିୟାଣା ସର୍ବଦା ମହତ୍ତ୍ୱପୂର୍ଣ୍ଣ ଅବଦାନ ରଖିଛି । ଉଦ୍ଭାବନ କ୍ଷେତ୍ରରେ ହରିୟାଣା ଯୁବବର୍ଗଙ୍କ ପଦକ୍ଷେପକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ରାଜ୍ୟର ପ୍ରତିଷ୍ଠା ଦିବସରେ ହରିୟାଣାର ସମସ୍ତ ପରିବାରଜନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା । କୃଷି ଏବଂ ପ୍ରତିରକ୍ଷା ଭଳି ପ୍ରମୁଖ କ୍ଷେତ୍ରରେ  ଦେଶ ପାଇଁ ହରିୟାଣା ସର୍ବଦା ମହତ୍ତ୍ୱପୂର୍ଣ୍ଣ ଅବଦାନ ରଖିଛି । ଏଠାକାର ଯୁବବର୍ଗ ଉଦ୍ଭାବନ ଦୁନିଆରେ ନିଜର ପରିଚୟ ସୃଷ୍ଟି କରୁଛନ୍ତି । ବିକାଶର ପ୍ରତ୍ୟେକ ମାନଦଣ୍ଡରେ ଏହି ରାଜ୍ୟ ନୂଆ କୀତ୍ତିମାନ ସୃଷ୍ଟି ରଚୁ ବୋଲି ମୋର କାମନା ।’

 

 SR



(Release ID: 1973750) Visitor Counter : 63