ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମୋ ମାଟି-ମୋ ଦେଶ ଅଭିଯାନ ଅମୃତକାଳର ଆସନ୍ତା ୨୫ ବର୍ଷରେ ପଞ୍ଚ ପ୍ରଣ ପୂରଣ କରିବ ଏବଂ ଆମ ସହୀଦଙ୍କ ସ୍ୱପ୍ନ ପୂରଣ କରିବ: ପ୍ରଧାନମନ୍ତ୍ରୀ
प्रविष्टि तिथि:
30 OCT 2023 8:49PM by PIB Bhubaneshwar
ମୋ ମାଟି-ମୋ ଦେଶ ଅଭିଯାନ ଅମୃତକାଳର ଆସନ୍ତା ୨୫ ବର୍ଷରେ ପଞ୍ଚ ପ୍ରଣ ପୂରଣ କରିବ ଏବଂ ଆମ ସହୀଦଙ୍କ ସ୍ୱପ୍ନ ପୂରଣ କରିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।
କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀ ଜି. କିଷନ ରେଡ୍ଡୀଙ୍କ ଦ୍ୱାରା ‘ମୋ ମାଟି ମୋ ଦେଶ ଅଭିଯାନ’ ଉପରେ ଲେଖିଥିବା ଏକ ଆର୍ଟିକଲ ବାବଦରେ ଟିପ୍ପଣୀ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଅଭିଯାନରେ ଦିଲ୍ଲୀରେ ହେବାକୁ ଥିବା ଅମୃତ ବାଟିକା ଆମ ଯୁବ ପିଢ଼ିଙ୍କୁ ସବୁବେଳେ ପ୍ରେରିତ କରିବ ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି:
‘କେନ୍ଦ୍ର ମନ୍ତ୍ରୀ ଶ୍ରୀ କିଷନ ରେଡ୍ଡୀ ଲେଖିଛନ୍ତି ଯେ, ବିକଶିତ ଭାରତର ସ୍ୱପ୍ନ ପୂରଣ କରିବାରେ ‘ମୋ ମାଟି-ମୋ ଦେଶ’ ଅଭିଯାନରେ ହେବାକୁ ଥିବା ‘ଅମୃତ ବାଟିକା’ ଅମୃତକାଳର ଆଗାମୀ ୨୫ ବର୍ଷରେ ପଞ୍ଚ ପ୍ରଣ ପୂରଣ କରିବ ଏବଂ ଆମ ସହୀଦଙ୍କ ସ୍ୱପ୍ନ ପୂରଣ ଦିଗରେ ଯୁବପିଢ଼ିଙ୍କୁ ପ୍ରେରିତ ବି କରିବ ।’
SR
(रिलीज़ आईडी: 1973301)
आगंतुक पटल : 121
इस विज्ञप्ति को इन भाषाओं में पढ़ें:
Urdu
,
Bengali
,
English
,
हिन्दी
,
Marathi
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam