ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏସିଆନ୍ ପାରା ଗେମ୍ସରେ ପୁରୁଷ ୧୫୦୦ ମିଟର-ଟି୪୬ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ପ୍ରମୋଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
24 OCT 2023 8:17PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏସୀୟ ପାରା ଗେମ୍ସରେ ପୁରୁଷ ୧୫୦୦ ମିଟର-ଟି୪୬ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ପ୍ରମୋଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:
ପୁରୁଷ ୧୫୦୦ ମିଟର-ଟି-୪୬ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ପ୍ରମୋଦଙ୍କୁ ଅଭିନନ୍ଦନ। ଏହା ଏକ ଅସାଧାରଣ ଏବଂ ପ୍ରେରଣାଦାୟକ ପ୍ରଦର୍ଶନ ଥିଲା।
BS
(ରିଲିଜ ଆଡି: 1970805)
ପରିଦର୍ଶକ କାଉଣ୍ଟର : 111
ଏହି ରିଲିଜ ପଢନ୍ତୁ :
Assamese
,
Punjabi
,
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Gujarati
,
Tamil
,
Telugu
,
Kannada
,
Malayalam