ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମା’କାତ୍ୟାୟନୀଙ୍କ ଆଶୀର୍ବାଦ ଲୋଡ଼ିଲେ ପ୍ରଧାନମନ୍ତ୍ରୀ

Posted On: 20 OCT 2023 10:15AM by PIB Bhubaneshwar

ନବରାତ୍ରୀର ଷଷ୍ଠ ଦିନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ଦେବୀକାତ୍ୟାୟନୀଙ୍କୁ ପ୍ରାର୍ଥନା କରି ତାଙ୍କ ସମସ୍ତ ଉପାସକଙ୍କ ପାଇଁଆଶୀର୍ବାଦ ଲୋଡ଼ିଛନ୍ତି ।

 

ଶ୍ରୀ ମୋଦୀ ଦେବୀଙ୍କ ପ୍ରାର୍ଥନା (ସ୍ତୁତି) ମଧ୍ୟ ସେୟାର କରିଛନ୍ତି ।

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

‘ନବରାତ୍ରୀର ପବିତ୍ର ଷଷ୍ଠୀରେ ମା’କାତ୍ୟାୟନୀଙ୍କୁ ମୋର ପ୍ରଣାମ ।’

 

SR



(Release ID: 1969547) Visitor Counter : 70