ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ତାଙ୍କ ଦ୍ୱାରା ଲିଖିତ ଗରବା ଗୀତ ପରିବେଷଣ ପାଇଁ ଧନ୍ୟବାଦ ଜଣାଇଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
14 OCT 2023 11:57AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କଳାକାର ଧବନୀ ଭାନୁଶାଲି, ତନିସ୍କ ବାଗଚି ଏବଂ ଜଷ୍ଟ ମ୍ୟୁଜିକ୍ର ଦଳକୁ ତାଙ୍କ ଦ୍ୱାରା କିଛି ବର୍ଷ ଜଳେ ଲିଖିତ ଗରବା ସଂଗୀତକୁ ପରିବେଷଣ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି । ଆଗାମୀ ନବରାତ୍ରି ସମୟରେ ଏକ ନୂତନ ଗରବା ଅଂଶୀଦାର କରିବେ ବୋଲି ସେ ସୂଚନା ଦେଇଛନ୍ତି ।
ଶ୍ରୀ ନରେନ୍ଦ୍ର ମୋଦୀ X ରେ ପୋଷ୍ଟ କରିଛନ୍ତି:
"ଧନ୍ୟବାଦ @dhvanivinod, Tanishk Bagchi and the team of @Jjust_Music ମୁଁ କିଛି ବର୍ଷ ପୂର୍ବରୁ ଲେଖିଥିବା ଏକ ଗରବାର ଏହି ସୁନ୍ଦର ପ୍ରଦର୍ଶନ ପାଇଁ ! ଏହା ଅନେକ ସ୍ମୃତି ଫେରାଇ ଆଣିଛି । ମୁଁ ବର୍ତ୍ତମାନ ଅନେକ ବର୍ଷ ହେଲା ଲେଖି ନାହିଁ କିନ୍ତୁ ଗତ କିଛି ଦିନ ମଧ୍ୟରେ ମୁଁ ଏକ ନୂତନ ଗରବା ସଙ୍ଗୀତ ଲେଖିବାରେ ସଫଳ ହୋଇଛି, ଯାହା ମୁଁ ନବରାତ୍ରି ସମୟରେ ଅଂଶୀଦାର କରିବି । #SoulfulGarba"
****
SSP
(ରିଲିଜ ଆଡି: 1967749)
ପରିଦର୍ଶକ କାଉଣ୍ଟର : 121
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam