ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଜମାତା ବିଜୟ। ରାଜେ ସିନ୍ଧିଆଙ୍କୁ ତାଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ପୋଷ୍ଟ କରାଯିବା ଦିନାଙ୍କ: 12 OCT 2023 9:41AM by PIB Bhubaneswar

ରାଜମାତା ବିଜୟ ରାଜେ ସିନ୍ଧିଆଙ୍କୁ ତାଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି, ରାଜମାତା ବିଜୟ ରାଜେ ସିନ୍ଧିଆ ତାଙ୍କ ସାରା ଜୀବନକୁ ଜନ କଲ୍ୟାଣ ଏବଂ ଜାତିର ସେବା ପାଇଁ ଉତ୍ସର୍ଗ କରିଛନ୍ତି ଗରିବ ବଞ୍ଚିତଙ୍କ ପାଇଁ ତାଙ୍କ ଉଦ୍ୟମ ସମସ୍ତଙ୍କୁ ଏକ ସଶକ୍ତ ଭାରତ ଗଠନ ଲାଗି ପ୍ରେରଣା ଯୋଗାଉଛି ବୋଲି ଶ୍ରୀ ମୋଦୀ କହିଛନ୍ତି

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

ରାଜମାତା ବିଜୟ ରାଜେ ସିନ୍ଧିଆଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ସେ ତାଙ୍କ ସମଗ୍ର ଜୀବନକୁ ଜନ କଲ୍ୟାଣ ଏବଂ ଜାତିର ସେବା ପାଇଁ ଉତ୍ସର୍ଗ କରିଥିଲେ ଗରିବ ବଞ୍ଚିତ ଲୋକଙ୍କ ପାଇଁ ତାଙ୍କ ଉଦ୍ୟମ ଏକ ସଶକ୍ତ ଭାରତ ନିର୍ମାଣରେ ସମସ୍ତଙ୍କୁ ପ୍ରେରିତ କରେ

 

SR


(ରିଲିଜ ଆଡି: 1966914) ପରିଦର୍ଶକ କାଉଣ୍ଟର : 107