ପୋଷ୍ଟ କରାଯିବା ଦିନାଙ୍କ:
11 OCT 2023 9:38AM by PIB Bhubaneswar
ଭାରତ ରତ୍ନ ନାନାଜୀ ଦେଶମୁଖଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ନାନାଜୀ ଦେଶମୁଖ ତାଙ୍କ ଜୀବନକୁ ଦେଶର ଗ୍ରାମାଞ୍ଚଳ ଏବଂ ଆଦିବାସୀ କ୍ଷେତ୍ରର ବିକାଶ ଲାଗି ଉତ୍ସର୍ଗ କରିଥିଲେ । ତାଙ୍କ ବଳିଦାନ ଏବଂ ସେନା ସବୁ ପିଢ଼ି ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଶ୍ରୀ ମୋଦୀ କହିଛନ୍ତି ।
ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
‘ଭାରତ ରତ୍ନ ନାନାଜୀ ଦେଶମୁଖଙ୍କ ଜୟନ୍ତୀରେ ତାଙ୍କୁ ଆଦରପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ସେ ଦେଶର ଗ୍ରାମାଞ୍ଚଳ ଏବଂ ଆଦିବାସୀ କ୍ଷେତ୍ରର ବିକାଶ ଲାଗି ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ତାଙ୍କ ବଳିଦାନ ଏବଂ ସେନା ସବୁ ପିଢ଼ି ପ୍ରେରଣାର ଉତ୍ସ ହୋଇ ରହିବ ।’
SR