ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ କ୍ରୀଡ଼ାରେ ଡେବ୍ୟୁ କରିଥିବା ପୁରୁଷ କ୍ରିକେଟ ଟିମ୍ ସ୍ୱର୍ଣ୍ଣ ଜିତିଥିବାରୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ପୋଷ୍ଟ କରାଯିବା ଦିନାଙ୍କ: 07 OCT 2023 9:59PM by PIB Bhubaneswar

ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଡେବ୍ୟୁରେ ସ୍ୱର୍ଣ୍ଣ ଜିତିଥିବା ପୁରୁଷ କ୍ରିକେଟ ଟିମକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

ଆମ ପୁରୁଷ କ୍ରିକେଟ ଟିମ ଏସୀୟ କ୍ରୀଡ଼ାରେ ଡେବ୍ୟୁ କରି ସ୍ୱର୍ଣ୍ଣ ଜିତିଛନ୍ତି ଏହି ଐତିହାସିକ ବିଜୟ ପାଇଁ ଆମର ପ୍ରତିଭାବାନ କ୍ରିକେଟରମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ସେମାନଙ୍କ ଉତ୍ସାହ ଏବଂ ଟିମୱର୍କ ପୁଣି ଥରେ ଦେଶକୁ ଗର୍ବିତ କରିଛି ସେମାନଙ୍କ ଭବିଷ୍ୟତର ପ୍ରୟାସ ପାଇଁ ମୋର ଶୁଭକାମନା

 

SR


(ରିଲିଜ ଆଡି: 1965792) ପରିଦର୍ଶକ କାଉଣ୍ଟର : 115