ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏସୀୟ କ୍ରୀଡା ୨୦୨୨ ରେ ୩୫ କିଲୋମିଟର ରେସ୍ ୱାକ୍ ମିକ୍ସଡ୍ ଟିମ୍ ପ୍ରତିଯୋଗିତାରେ ରାମ ବାବୁ ଏବଂ ମଞ୍ଜୁ ରାନୀ ବ୍ରୋଞ୍ଜ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଉତ୍ସବ ପାଳନ କରିଛନ୍ତି
प्रविष्टि तिथि:
04 OCT 2023 12:48PM by PIB Bhubaneswar
ହାଙ୍ଗଜୋ ଠାରେ ଏସୀୟ କ୍ରୀଡା ୨୦୨୨ ରେ ୩୫ କିଲୋମିଟର ରେସ୍ ୱାଲ୍ ମିକ୍ସଡ୍ ଟିମ୍ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାମ ବାବୁ ଏବଂ ମଞ୍ଜୁ ରାଣୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ X ରେ ପୋଷ୍ଟ କରିଛନ୍ତି
୩୫ କିଲୋମିଟର ରେସ୍ ୱାକ୍ ମିକ୍ସଡ୍ ଟିମ୍ ପ୍ରତିଯୋଗିତାରେ ଭାରତକୁ ବ୍ରୋଞ୍ଜ ପଦକ ଦେଇ ଗୌରବ ଆଣିଥିବାରୁ ରାମ ବାବୁ ଏବଂ ମଞ୍ଜୁ ରାଣୀଙ୍କୁ ଅଭିନନ୍ଦନ । ଏଭଳି ଚମତ୍କାର କ୍ରୀଡାବିତ୍ ମାନଙ୍କ ଦ୍ୱାରା ପ୍ରଦର୍ଶିତ ଅହେତୁକ ଧୈର୍ଯ୍ୟ ଏବଂ ନିଷ୍ଠା ବିନା ସମ୍ଭବ ନୁହେଁ । ”
***
SSP
(रिलीज़ आईडी: 1964575)
आगंतुक पटल : 141
इस विज्ञप्ति को इन भाषाओं में पढ़ें:
Kannada
,
Malayalam
,
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu