ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ କ୍ରୀଡ଼ାରେ ମହିଳା ୧୦୦ ମିଟର ହର୍ଡଲ୍ସରେ ରୌପ୍ୟ ପଦକ ଜିତିଥିବା ଆଥଲେଟ ଜ୍ୟୋତି ୟାରାଜିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ପୋଷ୍ଟ କରାଯିବା ଦିନାଙ୍କ: 01 OCT 2023 8:51PM by PIB Bhubaneswar

ଏସୀୟ କ୍ରୀଡ଼ାରେ ମହିଳା ୧୦୦ ମିଟର ହର୍ଡଲ୍ସରେ ରୌପ୍ୟ ପଦକ ଜିତିଥିବା ଆଥଲେଟ ଜ୍ୟୋତି ୟାରାଜିଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

 

ତାଙ୍କ ସ୍ଥିରତା, ଅନୁଶାସନ, ତାଲିମ ତାଙ୍କୁ ଏହି ଫଳ ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

‘ଏସୀୟ କ୍ରୀଡ଼ା ମହିଳା ୧୦୦ ମିଟର ହର୍ଡଲ୍ସରେ  ଜ୍ୟୋତି ୟାରାଜି ଚମତ୍କାର ଭାବେ ରୌପ୍ୟ ପଦକ ଜିତିଛନ୍ତି ।

 

ତାଙ୍କ ସ୍ଥିରତା, ଅନୁଶାସନ, କଠୋର ତାଲିମ ତାଙ୍କୁ ଏହି ଫଳ ଦେଇଛି । ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ତାଙ୍କ ଭବିଷ୍ୟତ ପାଇଁ ଶୁଭେଚ୍ଛା ।’

 

SR


(ରିଲିଜ ଆଡି: 1964063) ପରିଦର୍ଶକ କାଉଣ୍ଟର : 100