ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନାରୀ ଶକ୍ତି ବନ୍ଦନ ଅଧିନିୟମ ସମାବେଶୀ ଶାସନରେ ଏକ ନୂଆ ଯୁଗର ଆରମ୍ଭ କରୁଛି: ପ୍ରଧାନମନ୍ତ୍ରୀ
प्रविष्टि तिथि:
25 SEP 2023 5:07PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଏକ ଆଲେଖ୍ୟ ମାଧ୍ୟମରେ ସ୍ୱୀକାର କରିଛନ୍ତି ଯେ, ନାରୀ ଶକ୍ତି ବନ୍ଦନ ଅଧିନିୟମ ନୀତି ଏବଂ ଆଇନ ନିର୍ମାଣରେ ମହିଳାଙ୍କ ଭାଗିଦାରୀରେ ଏକ ବଡ଼ ବାଧା ଦୂର କରି ସମାବେଶୀ ଶାସନରେ ଏକ ନୂଆ ଯୁଗ ଆରମ୍ଭ କରିବ ।
ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଏକ୍ସ ପୋଷ୍ଟ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି:
‘ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବର୍ଣ୍ଣନା କରିଛନ୍ତି କିପରି ସଦ୍ୟ ପାସ୍ ହୋଇଥିବା ନାରୀ ଶକ୍ତି ବନ୍ଦନ ଅଧିନିୟମ ସମାବେଶୀ ଶାସନର ଏକ ନୂଆ ଯୁଗ ଆରମ୍ଭ କରିଥାଏ’ ।
SR
(रिलीज़ आईडी: 1960748)
आगंतुक पटल : 167
इस विज्ञप्ति को इन भाषाओं में पढ़ें:
Assamese
,
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam