ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ତୃଣମୂଳ ସ୍ତରର ଜି୨୦ କାର୍ଯ୍ୟକର୍ତାଙ୍କ ସହ ବାର୍ତାଳାପର କିଛି ଝଲକ ସେୟାର କଲେ

प्रविष्टि तिथि: 23 SEP 2023 9:36PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଭାରତ ମଣ୍ଡପମରେ ଜି୨୦ କାର୍ଯ୍ୟକର୍ତା ସହ ବାର୍ତାଳାପ କରିଥିଲେ ଅନେକ ବରିଷ୍ଠ ସାମ୍ବାଦିକଏକ୍ସରେ ଉକ୍ତ ବାର୍ତାଳାପର କିଛି ମୁହୂର୍ତ ପୋଷ୍ଟ କରିଛନ୍ତି

 

ପ୍ରଧାନମନ୍ତ୍ରୀ ନିମ୍ନୋକ୍ତ ପୋଷ୍ଟଗୁଡ଼ିକୁ ପୁନର୍ବାର ପୋଷ୍ଟ କରିଛନ୍ତି

 

SR


(रिलीज़ आईडी: 1960561) आगंतुक पटल : 112
इस विज्ञप्ति को इन भाषाओं में पढ़ें: Kannada , English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Malayalam