ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
୧୩୦ ବର୍ଷ ପୂର୍ବେ ଏହିଦିନ ସ୍ୱାମୀ ବିବେକାନନ୍ଦ ଚିକାଗୋରେ ଦେଇଥିବା ଭାଷଣକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
11 SEP 2023 3:26PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ୧୩୦ ବର୍ଷ ପୂର୍ବେ ଆଜିର ଦିନରେ ଚିକାଗୋରେ ବିଶ୍ୱ ଧର୍ମ ସଂସଦରେ ସ୍ୱାମୀ ବିବେକାନନ୍ଦ ଦେଇଥିବା ଭାଷଣ ଆଜି ବି ବୈଶ୍ୱିକ ଏକତା ଏବଂ ସଦଭାବନା ପାଇଁ ଆହ୍ୱାନ ଦେଉଛି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘୧୩୦ ବର୍ଷ ପୂର୍ବେ ଏହି ଦିନ ସ୍ୱାମୀ ବିବେକାନନ୍ଦଙ୍କ ଚିକାଗୋ ଭାଷଣ ଆଜି ବି ବୈଶ୍ୱିକ ଏକତା ଏବଂ ସୌହାର୍ଦ୍ଦ୍ୟ ପାଇଁ ଆହ୍ୱାନ ଦେଉଛି । ମାନବିକତାର ସାର୍ବଭୌମିକ ଭାଇଚାରାକୁ ଗୁରୁତ୍ୱ ଦେଉଥିବା ତାଙ୍କ କାଳାତୀତ ସନ୍ଦେଶ ଆମ ପାଇଁ ମାର୍ଗଦର୍ଶକ ସାଜିଛି ।’
SR
(ରିଲିଜ ଆଡି: 1956493)
ପରିଦର୍ଶକ କାଉଣ୍ଟର : 163
ଏହି ରିଲିଜ ପଢନ୍ତୁ :
Tamil
,
Kannada
,
Bengali
,
Assamese
,
English
,
Urdu
,
हिन्दी
,
Marathi
,
Manipuri
,
Punjabi
,
Gujarati
,
Telugu
,
Malayalam