କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ

ଧାନ ବୁଣା ଅଂଚଳ ୪୦୦ ଲକ୍ଷ ହେକ୍ଟର ସ୍ତର ଅତିକ୍ରମ କଲା


୧୮୨ ଲକ୍ଷ ହେକ୍ଟରରେ ଶ୍ରୀ ଅନ୍ନ/କଠିନ ଖାଦ୍ୟଶସ୍ୟ ବୁଣା

୫୯.୯୧ ଲକ୍ଷ ହେକ୍ଟରରେ ବ୍ୟାପିଛି ଆଖୁ ଚାଷ ଅଂଚଳ

୧୦୮୮ ଲକ୍ଷ ହେକ୍ଟର ଅତିକ୍ରମ କରିଛି ଖରିଫ ଅମଳ ଚାଷ

Posted On: 11 SEP 2023 1:23PM by PIB Bhubaneshwar

କୃଷି ଓ କୃଷକ କଲ୍ୟାଣ ବିଭାଗ ୨୦୨୩ ସେପ୍ଟେମ୍ବର ୮ ସୁଦ୍ଧା ଖରିଫ ଚାଷ ଅଧୀନରେ ହୋଇଥିବା ଚାଷକାର୍ଯ୍ୟର ପ୍ରଗତି ବାବଦରେ ସୂଚନା ପ୍ରଦାନ କରିଛି ।

ଅଂଚଳ: ଲକ୍ଷ ହେକ୍ଟରରେ

କ୍ର. ସଂ. ଚାଷ ବୁଣା ଯାଇଥିବା ଅଂଚଳ

୨୦୨୩ ୨୦୨୨

୧ ଧାନ ୪୦୩.୪୧ ୩୯୨.୮୧ 

୨ ଡାଲି ୧୧୯.୯୧ ୧୩୧.୧୭

କ ହରଡ଼ ୪୨.୯୨ ୪୫.୬୧

ଖ ବିରି ୩୧.୮୯ ୩୭.୦୮

ଗ ମୁଗ ୩୧.୧୧ ୩୩.୬୭

ଘ କୋଳଥ ୦.୩୧ ୦.୨୯

ଚ ଅନ୍ୟାନ୍ୟ ଡାଲି ୧୩.୬୮ ୧୪.୫୩

୩ ଶ୍ରୀ ଅନ୍ନ ତଥା କଠିନ ଖାଦ୍ୟଶସ୍ୟ ୧୮୨.୨୧ ୧୮୧.୨୪

କ ଯଅ ୧୪.୦୮ ୧୫.୫୮

ଖ ବାଜରା ୭୦.୮୪ ୭୦.୪୬

ଗ ରାଗି ୮.୭୩ ୯.୨୯

ଘ ଖୁଦ୍ର ମିଲେଟ ୫.୨୪ ୪.୯୩

ଚ ମକା ୮୩.୩୩ ୮୦.୯୭

୪ ତୈଳବୀଜ ୧୯୧.୪୯ ୧୯୩.୩୦

କ ଚିନାବାଦାମ ୪୩.୭୩ ୪୫.୩୦

ଖ ସୋୟାବିନ ୧୨୫.୪୦ ୧୨୪.୦୬

ଗ ସୂର୍ଯ୍ୟମୁଖୀ ୦.୭୦ ୨.୦୦

ଘ ରାଶି ୧୧.୯୮ ୧୨.୯୭

ଚ ନାଇଜର ୦.୫୭ ୦.୮୮

ଛ କାଷ୍ଟୋର ୯.୦୦ ୭.୯୪

ଜ ଅନ୍ୟାନ୍ୟ ତୈଳବୀଜ ୦.୧୧ ୦.୧୪

୫ ଆଖୁ ୫୯.୯୧ ୫୫.୬୫

୬ ଝୋଟ ଓ ମେଷ୍ଟା ୬.୫୭ ୬.୯୭

୭ କପା ୧୨୫.୦୦ ୧୨୬.୮୭

 ମୋଟ ୧୦୮୮.୫୦ ୧୦୮୮.୦୨

 

SR



(Release ID: 1956475) Visitor Counter : 83