ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜନ୍ମାଷ୍ଟମୀରେ ସଭିଁଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 07 SEP 2023 8:53AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ଜନ୍ମାଷ୍ଟମୀ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି

ଶ୍ରୀ ମୋଦୀ କହିଛନ୍ତି, ଶ୍ରଦ୍ଧା ଏବଂ ଭକ୍ତିର ଏହି ପବିତ୍ର ଉତ୍ସବ ଲୋକଙ୍କ ଜୀବନରେ ନୂଆ ଖୁସି ଏବଂ

ଶକ୍ତି ଆଣିଦେଉ

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

ଜନ୍ମାଷ୍ଟମୀରେ ବହୁତ ବହୁତ ଶୁଭେଚ୍ଛା ଶ୍ରଦ୍ଧା ଏବଂ ଭକ୍ତିର ଏହି ପବିତ୍ର ଅବସରରେ ମୋର ସମସ୍ତ ପରିବାରଜନଙ୍କ ଜୀବନରେ ନୂଆ ଶକ୍ତି ଏବଂ ନୂଆ ଉତ୍ସାହ ସଞ୍ଚାର ହେଉ, ଏହା ହିଁ କାମନା ଜୟ ଶ୍ରୀକୃଷ୍ଣ

SR


(ରିଲିଜ ଆଡି: 1955334) ପରିଦର୍ଶକ କାଉଣ୍ଟର : 119